Bisforana:International-Yoga-Day-2025-to-bring-together-lakhs-of-people-in-historic-yoga-session-led-by-PM
posted by: Bisforana
24 views

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଐତିହାସିକ ଯୋଗ ଅଧିବେଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫

୨୦୨୫ ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ମାଇଲଖୁଣ୍ଟ ନୁହେଁ, ଏହା ଏକ ବୈଶ୍ବିକ ଆନ୍ଦୋଳନ: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଐତିହାସିକ ଯୋଗ ଅଧିବେଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ

Bisforana:The-use-of-railway-jacks-in-Rath-Yatra-is-a-divine-connection
posted by: Bisforana
30 views

ରଥଯାତ୍ରାରେ ରେଳବାଇ ଜ୍ୟାକ୍‌ ର ବ୍ୟବହାର ଏକ ଦିବ୍ୟ ସଂଯୋଗ

ରଥଯାତ୍ରାରେ ରେଳବାଇ ଜ୍ୟାକଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ। ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ ମିଟର ଦୂରରେ ରଥଗୁଡ଼ିକ ନିର୍ମିତ ହୋଇଥାଏ। ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ ସ୍ଥାନରେ ରଖିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଏବଂ ଏଥିପାଇଁ ବଡ଼ ବଡ଼ ରେଳବାଇ ଜ୍ୟାକ୍ ବ୍ୟବହାର

Bisforana:Odisha-sportsperson-Srabani-Nanda-felicitated-by-Odisha-Sports-and-Youth-Services-Department
posted by: Bisforana
34 views

ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଶ୍ରାବଣୀ ନନ୍ଦଙ୍କୁ ୨.୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶ୍ରାବ

Bisforana:Diarrhea-incident-in-Jajpur-district-highlights-the-weak-state-of-the-health-system-–-Youth-Congress
posted by: Bisforana
30 views

ଯାଜପୁର ଜିଲ୍ଲାର ଝାଡ଼ାବାନ୍ତି ଘଟଣାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳ ସ୍ଥିତି ପରିଲିକ୍ଷିତ ହୋଇଛି – ଯୁବ କଂଗ୍ରେସ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଦୁଇଜଣ ମୃତ୍ୟୁ ହୋଇଥିବା ସ୍ଥଳେ ୨୦୦ ରୁ ଅଧୂକ ଜିଲ୍ଲାରେ ଏବଂ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ବାସ୍ତବରେ ଏହି ସଂଖ୍ୟା ୪୦୦ ରୁ ଉର୍ଦ୍ଧ୍ବ ବୋଲି ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବୋହୁ ରୋଗୀଙ୍କ

Bisforana:OJEE-2025-results-declared-Minister-congratulates-students
posted by: Bisforana
39 views

ଓଜେଇଇ -୨୦୨୫ର ଫଳାଫଳ ପ୍ରକାଶିତ , କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ

ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଓଡିଶାର ସୁନାମକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2025) ର ଫଳାଫଳ ଆଜି ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -2025 ର ଫ

Bisforana:For-the-first-time-a-workshop-on-Transrectal-Transvaginal-Pelvic-Floor-Rehabilitation-through-Physiotherapy-was-organized-at-Sam-Hospital
posted by:
39 views

ସମ ହସ୍ପିଟାଲରେ ପ୍ରଥମ ଥର ପାଇଁ ଫିଜିଓଥେରାପି ମାଧ୍ୟମରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଆୟୋଜିତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ ଧରି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ପକ୍ଷରୁ ଆ

Bisforana:Offering-garlands-to-the-statue-of-Lord-Birsa-Munda-on-his-death-anniversary
posted by: Bisforana
34 views

ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

ଦେଶର ସ୍ଵାଧୀନତା ପାଇଁ ବଳିଦାନ ଦେଇଥିବା ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦ।

Bisforana:Tributes-to-martyr-Birsa-Munda-on-the-occasion-of-Shraddha-Diwas
posted by: Bisforana
30 views

ଶ୍ରାଦ୍ଧଦିବସ ଅବସରରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବି୍ରଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର । ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ବି୍ରଟିଶ ଶାସନର ଦାସତ୍ୱରୁ

Bisforana:Tributes-paid-to-the-legendary-poet-on-Shraddhasav-a-unique-blend-of-love-and-devotion
posted by: Bisforana
48 views

ବିଦଗ୍ଧ କବିଙ୍କ ରଚନା ପ୍ରେମ ଓ ଭକ୍ତିଭାବର ଅପୂର୍ବ ସମନ୍ୱୟ ଶ୍ରାଦେ୍ଧାତ୍ସବରେ ଶ୍ରଦ୍ଧାଞ୍ଜଳି

ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ୨୧୯ତମ ସ୍ୱର୍ଗାରୋହଣ ଦିବସ ଅଭିମନୁ୍ୟ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ସମ୍ପାଦକ ଖତୁ ଚରଣ ବିଶ୍ୱାଳଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ମଧୁସୂଦନ ନରଗସ୍ଥିତ ପ୍ରତିର୍ମୂିସ୍ଥଳୀରେ ଅନୁଷ୍ଠିତ ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ

Bisforana:Election-Commission-statement-–-​​Reply-to-Rahul-Gandhis-misleading-claims-regarding-Maharashtra-Assembly-elections
posted by: Bisforana
9 views

ନିର୍ବାଚନ କମିଶନଙ୍କ ବକ୍ତବ୍ୟ – ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ରାହୁଲ୍ ଗାନ୍ଧୀଙ୍କ ଭ୍ରମାତ୍ମକ ଦାବି ପ୍ରତି ପ୍ରତିଉତ୍ତର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ଶ୍ରୀ ରାହୁଲ୍ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଭ୍ରମାତ୍ମକ ଓ ଆଧାରହୀନ ମନ୍ତବ୍ୟ ପ୍ରତି ନିର୍ବାଚନ କମିଶନ ଗଭୀର ଭାବରେ ଅସନ୍ତୋଷ ବ୍ୟକ୍ତ କରୁଛି। ୧. ଶେଷ ୨ ଘଣ୍ଟାରେ ମତଦାନ ସମ୍ପର୍କରେ ଅଭିଯୋଗ: ପ୍ରତି ଘଣ୍ଟାରେ ଲାଗଭଗ ୫୮ ଲକ୍ଷ ମତ ପଡ଼ିଥିବା ସାଧାରଣ ଧାରା ଅନୁଯାୟୀ, ଶେଷ ୨ ଘଣ୍ଟାରେ ୧.୧୬ କୋଟି ଭୋ

Bisforana:Tree-plantation-program-organized-by-IIT-Bhubaneswar-on-the-occasion-of-World-Environment-Day
posted by: Bisforana
7 views

ବିଶ୍ୱ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, 6 ଜୁନ୍ ୨୦୨୫- ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏକ ସ୍ୱଚ୍ଛ ତଥା ସବୁଜ ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ୱ ପରିବେଶ ଦିବସ ପାଳନ କରିଛି। ଚଳିତ ବର୍ଷର ଶୀର୍ଷକ ‘ପ୍ଲାଷ୍ଟିକ୍ ପ୍ରଦୂଷଣର ଅନ୍ତ ଘଟାଇବା’ ଅନୁଯାୟୀ ଏହି ଉତ୍ସବକୁ ପାଳନ କରିବା ପାଇଁ ଅନୁଷ୍ଠାନ କ୍ୟାମ୍ପସ୍ ପରିସରରେ ଏକ ବ୍ୟାପ

Bisforana:a-sympathetic-government--intended-for-the-for-the-welfare-of-the-poor
posted by: Bisforana
8 views

ଗରିବ କଲ୍ୟାଣ ଲାଗି ଅଭିପ୍ରେତ ଏକ ସହାନୁଭୂତିଶୀଳ ସରକାର : ପ୍ରଧାନମନ୍ତ୍ରୀ

ଗରିବ କଲ୍ୟାଣ ଲାଗି ଅଭିପ୍ରେତ ମୋଦୀ ନେତୃତ୍ୱାଧୀନ ଏନଡିଏ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ଶାସନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ ରଖୁଥିବା ମୋଦୀ ନେତୃତ୍ୱାଧୀନ ସହାନୁଭୂତିଶୀଳ ସରକାର ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟତାର

Bisforana:Meeting-held-to-control-communicable-diseases-during-rainy-season--Chief-Secretary-advises-to-continue-various-awareness-programmes
posted by:
9 views

ବର୍ଷା ଋତୁରେ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବୈଠକ ଅନୁଷ୍ଠିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍ ଙ୍କ ଉପସ୍ଥିତିରେ ବର୍ଷାଋତୁରେ ଦେଖା ଦେଉଥିବା ବିଭିନ୍ନ ସଂକ୍ରାମକ ରୋଗ ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ । ଏଥିରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସ

Bisforana:Action-initiated-over-death-of-pregnant-woman-at-Daringibadi-Group-Health-Center
posted by: Bisforana
13 views

ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କ ମୃତ୍ୟୁ ବିଷୟ ସମ୍ବାଦ ଦୃଷ୍ଟିକୁ ଆସିବା ମାତ୍ରେ ସରକାରଙ୍କ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇତି ମଧ୍ୟରେ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କନ୍ଧମାଳ ମେଡିକାଲ କଲେଜ ଏବଂ

Bisforana:active-corona-case-in-the-country--has-crossed-3758
posted by: Bisforana
9 views

ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା 3758 ପାର

ନୁଆଦିଲ୍ଲୀ 1 ଜୁନ -ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।କରୋନା ଭାଇରସରେ ଗତ 24ଘଣ୍ଟାରେ ଦୁଇଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର ସକାଳେ ଜାରି ତଥ୍ୟରେ କହିଛନ୍ତି ଯେ ଦେଶରେ ସକ୍ରିୟ କରୋନା କେସ ସଂଖ୍ୟା ବୃଦ୍ଧି ହୋଇ 3758 ହୋଇଛି।ଗତ 24 ଘଣ୍ଟାରେ 363 ନୁତନ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଥିବାବେଳେ 1818

Bisforana:dj-car-hits-brides-car-four-dead
posted by: Bisforana
10 views

ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଡିଜେ ଗାଡି,ଚାରିଜଣଙ୍କର ମୃତ୍ୟୁ

ପଲାମୁ 29 ମଇ -ପଲାମୁ ଜିଲ୍ଲାର ତରହସୀ ଥାନା ଅଞ୍ଚଳର ବେଦାନୀ ଚୌକରୁ ଦୁଇ କିଲୋମିଟର ଦୁରରେ ଥିବା ବ୍ରହକୁରୱା ଗ୍ରାମରେ ବୁଧବାର ରାତିରେ ଡିଜେ ଗାଡି ବରଯାତ୍ରୀ ଗାଡିକୁ ଜୋରଦାର ଧକ୍କା ଦେଇଛି ,ଯାହା ଫଳରେ ଚାରିଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି,ଯେତେବେଳେ ଛଅଜଣ ବରଯାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏମଏମସିଏଚରେ ଭର୍ତ୍ତୀ କରାଯାଇଛି।ସମସ୍ତଙ୍କୁ ଚିକ